Surprise Me!

ଓଡିଶାର ହସ୍ତତନ୍ତକୁ ଜାତୀୟସ୍ତରରେ ପ୍ରସାର ଲକ୍ଷ୍ୟ, ଶାଢ଼ୀ ପିନ୍ଧି ମାରାଥନ ଟ୍ରାକରେ ୫୧ ବର୍ଷୀୟା ବବିତା

2025-10-19 49 Dailymotion

ଶାଢୀ ପିନ୍ଧି ମାରାଥନରେ ଦୌଡି ଓଡ଼ିଶା ପାଇଁ ଗର୍ବ ଆଣିଛନ୍ତି ବବିତା ଦେବଦର୍ଶିନୀ । ୨୦୧୯ ମସିହାରୁ ମାରାଥନ୍‌ରେ ଭାଗ ନେବା ଆରମ୍ଭ କରିଥିଲେ ବବିତା ।

Buy Now on CodeCanyon